Header Ads

odiateach@gmail.com

ଓଡିଶା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ  ଓଡିଆ teach (oidia teach) ରେ ସ୍ବାଗତ I ଯଦି ଆପଣ websiteଖୋଲିବା କୁ ଚାହୁଁଛନ୍ତି କିମ୍ବା social networking ଅଥବାinternet ,computer ,information technology ବିଷୟ ରେ କୌଣସି ତଥ୍ୟ ଜାଣିବାକୁ ଚାହୁଁଛନ୍ତି ,ତେବେ ଆପଣ ସଠିକ୍ website ଅଛନ୍ତି I ଏହି website ରେଆପଣ ମାନେ ଇଣ୍ଟରନେଟ୍ ବିଷୟରେ ସମସ୍ତ ତଥ୍ୟ ଓଡିଆ ରେ ପାଇପାରିବେ ଏବଂ ଶିଖିପାରିବେ. ଏହି ସାଇଟ୍ ରେ ଆପଣ ମାନେ ପ୍ରତ୍ୟକ ଦିନ ନୁଆ ନୁଆ ଶିଖିବା କୁ ପାଇବେ I ଏହି website ଟିସମ୍ପୁର୍ଣ ଭାବରେ ଓଡିଆ ଭାଷା ରେ ଲିଖିତ. ମୁଁ ବସନ୍ତ କୁମାର ଆପଣ ମାନକୁ ମୋର ପ୍ରଣାମ. ଏହି website ର ନାମ oidia teach ଦବାର କାରଣ ଯେ ଓଡିଶା ରେ ଥିବା ଭାଇ ଭଉଣୀ ଯେଉଁ ମନେ internet ଶିଖିବାକୁ ଚାହୁଚନ୍ତି କିନ୍ତୁ English ରେ ଦୁର୍ବଳ ଥିବାରୁ ଶିଖିବାକୁ କଷ୍ଟ ହେଉଚି ସେମାନକଂ ପାଇଁ ଏହି website ରେ ସବୁ ତଥ୍ୟ ଓଡିଆ ରେ ଦେଇ ଆପଣ ମାନକୁ ସହଯାଗ କରିବା ମୋର ଗୋଟେ ଛୋଟ ପ୍ରୟାସ ମାତ୍ର I ମୋ ଘର ଓଡିଶା,ଗଞ୍ଜାମ,କବିସୂର୍ଯା ନଗର I ମୋତେ ଲୋକକୁଂ ସାହାଯ୍ୟ କରିବାକୁ ଭଲଲାଗେ ଏବଂ ଏହି website ବନେଇବା ପଛରେ ଉଦେଶ୍ୟ ବି ଏହା ଅଟେ କି ଏହା ମାଧ୍ୟମରେ ଲୋକକୁଂ ସାହାଯ୍ୟ କରିବା I ଯଦି ଅପଣ କୌଣସି ବିଷୟରେ ଜାଣିବା କୁ ଚାହୁଁଛନ୍ତି ତେବେ ମୋତେ ପଚାରି ପାରିବେ I ଯଦି ଅପଣ ମାନକୁଂ ଲାଗୁଚି ଏହି website ଟି ମାଧ୍ୟମରେ ଅପଣ କିଛି ସାହାଯ୍ୟ ପାଇ ପାରିବେ ତେବେ ଆପଣ ମାନେ ଆପଣକଂ ବନ୍ଧୁକୁଂ କହିବା କୁ ଭୁଲି ବେନି I ଯଦି ଆପଣ ମୋତେ contactକରିବା କୁ ଚାହୁଁଛନ୍ତି ତେବେ ମୋତେ
 Email Id:odiateach@gmail.com ରେ email କରିପାରିବେ  I
ଧନ୍ୟବାଦ । ଜୟ ଜଗନ୍ନାଥ

No comments:

Powered by Blogger.