Header Ads

How to send mail through gmail-କେମିତି ଜିମେଇଲ ମାଧ୍ୟମରେ ଆମେ ଆମ୍ର ସମ୍ପର୍କୀୟ ଓ ଅନ୍ୟ ମାନଙ୍କ ପାଖକୁ ମେଲ ପଠାଇବା


ଜିମେଇଲ ହେଲା ଗୋଟି ଏ ଇମେଲ ହୋଷ୍ଟିଙ୍ଗ ସାଇଡ । ଆମେ ଯଦି ଗୋଟିଆ ଜିମେଇଲ ଖାତା ଖଲୁ ତ ଆମ କୁ ଜିମେଇଲ ବହୁତ ଗୁଡିଏ ସାଇଡ ର ଅନୁମତି ଦେଇଥାଏ । ସେଗୁଡିକହେଲା ଗୁଗଲ+,ଇଉଟିଉବ ,ଜିମେଇଲ,ବ୍ଲଗର,ଫୋଟୋ ,ପ୍ଲେ-ଷ୍ଟୋର,ଗୁଗଲ-ଡ୍ରାଇଭ,କଲେଣ୍ଡର ଇତ୍ୟାଦି । ଆସ ଆମେ ଗୁଗଲ ଖାତା କୁ ଲଗିନ କରିବା । ପ୍ରଥମେ ଗୁଗଲ ସାଇଡ କୁ ଯାଆନ୍ତୁ ତାର ରାଇଟ ସାଇଡ ଉପରେ ଜିମେଇଲ ଲେଖା ଅଛି । ତାକୁ କ୍ଲିକ କରନ୍ତୁ ନହେଲେ ଏହି ଲିଙ୍କ ରେ କିକ୍କ କରନ୍ତୁ https://mail.google.com ତାପରେ ଜିମେଇଲ ସାଇଡ ଖୋଲିଜୀବ । ତାପରେ ଆପଣ ଆପଣଙ୍କ ୟୁଜରନାମ ଲେଖି ପାସୱିର୍ଡ ଦିଅନ୍ତୁ । ତାପରେ ଆପଣଙ୍କ ଜିମେଇଲ ଖୋଇଯିବା । ଆପଣଙ୍କ ବାମପାର୍ଶ୍ବରେ compose ବୋଲି ଗୋଟିଏ ଆଇକନ ଅଛି ତାକୁ କିକ୍କ କରନ୍ତୁ । ତାପରେ ଆଊ ଗୋଟେ ପେଜ ଖୋଲି ଜୀବ । ସେହି ତିରେ TO ଲେଖା ହୋଇଥିବା ସ୍ତାନ ରେ ଆପଣଙ୍କ ସାଙ୍ଗ ର ଇମେଲ ଇମେଲ-ଆଇଡି ଲେଖନ୍ତୁ । ତାପରେ subject-ଇମେଲ ର ବିଷୟ ଲେଖନ୍ତୁ ।ତାପରେ କୋଟେଣ୍ଟ ରେ ଯାହାଲେଖିବା କଥା ଲେଖନ୍ତୁ । ତାପରେ ତଳେ ଅଓ ଗୋଟିଆ send ଆଇକନ ଅଛି ତାକୁ କିକ୍କ କରନ୍ତୁ । ଆପଣଙ୍କ ଇମେଲ ଷେଣ୍ଡ ହୋଇଗଲା । 
 ଅଧିକ ଜାଣିବା ପାଇ ତଳେ ଦିଆଯାଇ ଥିବା ଭିଡିଓ ଦେଖନ୍ତୁ।

 

ଧନ୍ୟବାଦ । ଜୟ ଜଗନ୍ନାଥ ଧନ୍ୟବାଦ । ଜୟ ଜଗନ୍ନାଥ

1 comment:

Powered by Blogger.