Header Ads

How to Open Gmail-id in Odia -ଇମେଲ କଣ ଓ କେମିତି ଖୋଲିବା,


ଜିମେଇଲ ହେଲା ଗୋଟିଏ ଇମେଲ ହୋଷ୍ଟିଙ୍ଗ ସାଇଟ ଓ ଓନର ହେଲା ଗୁଗଲ (google) ବିନା ଇମେଲ ରେ ଆଜି ଆମେ କିଛି ଭି ଅନଲାଇନ କମ  କରି ପାରିବ ନାହି । କାରଣ ଆଜିର ଦୁନିଆ ହେଲା ଇଣ୍ଟେରନେଟର  ଦୁନିଆ ଓ ଇମେଲ ହେଲା ଆମର ଇଣ୍ଟେରନେଟ ରେ ଗୋଟିଏ  ନିଜର ପରିଚୟ । ପ୍ରତି ଜଣକ ପାଇ ଗୋଟିଏ  ଗୋଟିଏ ଅଲଗା ଇମେଲ ତିଆରି କରିବା କୁ ପଡ଼େ ଯେପରି ସମସ୍ତଙ୍କ ମୋବାଇଲ ନମ୍ବର ଅଲଗା ହୋଇଥାଏ । ଜିମେଇଲ ବ୍ୟବହାର କରି ଆମେ ଆମର android phone ରେ  sinin କରିପାରିବା ଜାଫଳରେ google playstore ରୁ ଆମେ ଆମର ମନ ପସନ୍ଦର apps ଇନ୍ସଟଲ କରିପାରିବ ଓ ସହଜରେ ଆମେ ବ୍ୟବହାର କରି ପାରିବ । ଇମେଲ ଦ୍ଵାରା ଆମେ ନିଜର କିଛି ତଥ୍ୟ କୁ ଆଦାନ ପ୍ରଦାନ କରିଥାଉ ଉଦାହରଣ –ଫୋଟୋ ,ଦରଖାସ୍ତ ,ପିଡ଼ିଏଫ ଫାଇଲ  ଏମିତି ବହୁତ କିଛି ସେଣ୍ଡ କରିପାରିବ । ହେଲେ ଜିମେଇଲ ରେ ଥରକେ ୨୫ ଏମବି  ଡାଟା ସେଣ୍ଡ କରି ପାରିବା ତାଠୁ ଅଧିକ କରିପାରିବାନି ।
ଏମିତି ବହୁତ ଇମେଲ ହୋଷ୍ଟିଙ୍ଗ  ସାଇଟ ଅଛି ସେଗୁଡି କହେଲା । rediffmail, yahoomail , Hotmail etc । ଯଦି ଆମେ ଗୋଟେ ଜିମେଇଲ ଏକାଉନ୍ଟ ଖୋଲିବା ତ ଆମକୁ ବହୁତ ଶୁଭିଧା ହବ । ଗୋଟେ ଜିମେଇଲ  ରେ ଆମେ youtube,google drive,blogger,google play store,hangout,photos,maps,google+  ଏମିତି ଆମେ ଗୁଗଲ ର ସବୁ  ସାଇଟ  ବ୍ୟବହାର କରିପାରିବା ଗୋଟିଏ ଗମାଇଲ ଆଇଡି  ରେ । ଏବେ ଶିଖିବା ଜିମେଇଲ ଆଡିଇ କିପରି ସାଇନଅପ  ଓ ରେଜିସ୍ଟ୍ରେଶନ (sinup and registration)କରିବା  । ଏହାର ଅର୍ଥ ନୂଆ ରେ କିପରି ଜିମେଇଲ ଆଡୀ  ଖୋଲିବା ।

ପ୍ରଥମ ସୋପାନ -

2 comments:

Powered by Blogger.