How to Open Gmail-id in Odia -ଇମେଲ କଣ ଓ କେମିତି ଖୋଲିବା,
ଜିମେଇଲ
ହେଲା ଗୋଟିଏ ଇମେଲ ହୋଷ୍ଟିଙ୍ଗ ସାଇଟ ଓ ଓନର ହେଲା ଗୁଗଲ (google) ବିନା ଇମେଲ ରେ ଆଜି
ଆମେ କିଛି ଭି ଅନଲାଇନ କମ କରି ପାରିବ ନାହି । କାରଣ ଆଜିର ଦୁନିଆ ହେଲା ଇଣ୍ଟେରନେଟର ଦୁନିଆ ଓ ଇମେଲ ହେଲା ଆମର ଇଣ୍ଟେରନେଟ ରେ ଗୋଟିଏ ନିଜର ପରିଚୟ । ପ୍ରତି ଜଣକ ପାଇ ଗୋଟିଏ ଗୋଟିଏ ଅଲଗା ଇମେଲ ତିଆରି କରିବା କୁ ପଡ଼େ ଯେପରି ସମସ୍ତଙ୍କ
ମୋବାଇଲ ନମ୍ବର ଅଲଗା ହୋଇଥାଏ । ଜିମେଇଲ ବ୍ୟବହାର କରି ଆମେ ଆମର android phone ରେ sinin କରିପାରିବା ଜାଫଳରେ google playstore ରୁ ଆମେ ଆମର ମନ ପସନ୍ଦର apps ଇନ୍ସଟଲ କରିପାରିବ ଓ ସହଜରେ ଆମେ ବ୍ୟବହାର କରି ପାରିବ । ଇମେଲ ଦ୍ଵାରା ଆମେ ନିଜର କିଛି
ତଥ୍ୟ କୁ ଆଦାନ ପ୍ରଦାନ କରିଥାଉ ଉଦାହରଣ –ଫୋଟୋ ,ଦରଖାସ୍ତ ,ପିଡ଼ିଏଫ ଫାଇଲ ଏମିତି ବହୁତ କିଛି ସେଣ୍ଡ
କରିପାରିବ । ହେଲେ ଜିମେଇଲ ରେ ଥରକେ ୨୫ ଏମବି ଡାଟା
ସେଣ୍ଡ କରି ପାରିବା ତାଠୁ ଅଧିକ କରିପାରିବାନି ।
ଏମିତି ବହୁତ ଇମେଲ ହୋଷ୍ଟିଙ୍ଗ ସାଇଟ ଅଛି ସେଗୁଡି କହେଲା । rediffmail, yahoomail , Hotmail etc । ଯଦି ଆମେ ଗୋଟେ ଜିମେଇଲ
ଏକାଉନ୍ଟ ଖୋଲିବା ତ ଆମକୁ ବହୁତ ଶୁଭିଧା ହବ । ଗୋଟେ ଜିମେଇଲ ରେ ଆମେ youtube,google drive,blogger,google play store,hangout,photos,maps,google+ ଏମିତି ଆମେ ଗୁଗଲ ର ସବୁ ସାଇଟ ବ୍ୟବହାର
କରିପାରିବା ଗୋଟିଏ ଗମାଇଲ ଆଇଡି ରେ । ଏବେ ଶିଖିବା
ଜିମେଇଲ ଆଡିଇ କିପରି ସାଇନଅପ ଓ ରେଜିସ୍ଟ୍ରେଶନ (sinup and registration)କରିବା । ଏହାର ଅର୍ଥ ନୂଆ ରେ କିପରି ଜିମେଇଲ ଆଡୀ ଖୋଲିବା ।
ପ୍ରଥମ ସୋପାନ -
Nice post brother
ReplyDeleteThanks Susant
Delete